Jump to content

କାର୍ୟ୍ଯବଶତଃ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟବଶତଃ
ଉଚ୍ଚାରଣ: Kārj̄yabaṡataḥ
কার্য্যবশতঃ कार्य्यबशत:

ସଂ. କ୍ରି. ବିଣ. (କାର୍ଯ୍ୟ+୭: ମୀ ବିଭକ୍ତି ଅର୍ଥରେ. ତସ୍) —

୧: କୌଣସି କାର୍ଯ୍ୟର ବନ୍ଧନରେ ପଡ଼ି — ୧. Being obliged by the circumstances.

୨: କୌଣସି ଆବଶ୍ୟକ ଥିବାରୁ ବା ପଡ଼ିବାରୁ — ୨. On account of some necessity.

୩: କାର୍ଯ୍ୟପ୍ରସଙ୍ଗରେ (ଦେଖ) ୩. Kārj̄yaprasaṅgare (See)