Jump to content

କାର୍ୟ୍ଯବିଧି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟବିଧି
ଉଚ୍ଚାରଣ: Kārj̄yabidhi
কার্য্যবিধি कार्य्यबिधि

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ବିଧି) —

କୌଣସି କାର୍ଯ୍ୟ ସାଧନ କରିବାର ପନ୍ଥା ବା ପଦ୍ଧତି — Due course of business; procedure; mode of work.

ଦେ. ବି. —

ଫଉଜଦାରୀ ବା ଦେବାନୀଆଦି ମକଦ୍ଦମା ଚଳିବାର ଧାରାବାହିକ ରୀତି ବା ପଦ୍ଧତି ପରମ୍ପରା —Procedure for the conduct of criminal and civil cases.

(ଯଥା—ଦେବାନୀ କାର୍ୟବିଧି ଆଇନ୍; ଫଉଜଦାରୀ କାର୍ଯ୍ୟବିଧି ଆଇନ୍ )