Jump to content

କାର୍ୟ୍ଯବିଭାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟବିଭାଗ
ଉଚ୍ଚାରଣ: Kārj̄yabibhāga

ସଂ. ବି. (୬: ଷ୍ଠୀ ତତ୍) —

୧: ଭିନ୍ନ ଭିନ୍ନ କାର୍ଯ୍ୟ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଦ୍ବାରା କରାଯିବାର ବିଧାନ — ୧. Division of labour amongst many persons.

୨: ବହୁ ଲୋକଙ୍କ ମଧ୍ୟରେ କାର୍ଯ୍ୟବଣ୍ଟନ — ୨. Distribution of work-amongst many persons.

୩: କାର୍ଯ୍ୟର ଭିନ୍ନ ଭିନ୍ନ ଅଙ୍ଗ ବା ଇଲାକା — ୩. Different departments or branches of a work.