Jump to content

କାର୍ଯ୍ୟବ୍ଯସ୍ତ

ଉଇକିଅଭିଧାନ‌ରୁ
(କାର୍ୟ୍ଯବ୍ଯସ୍ତରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ୟ୍ୟବ୍ୟସ୍ତ
ଉଚ୍ଚାରଣ: Kārj̄yabyasta

(କାର୍ୟ୍ୟବ୍ୟସ୍ତତା—ବି)

ସଂ. ବିଣ. —

୧: (୭: ମୀ ତତ୍) —

କାର୍ୟ୍ୟରେ ବ୍ୟାକୁଳ — ୧. Bewildered with work.

୨: କାର୍ୟ୍ୟରେ ସର୍ବଦା ବ୍ୟାପୃତ ବା ନିଯୁକ୍ତ —୨. Fully engaged or very busy in a work.