କାର୍ୟ୍ଯରେ ଲଗାଇବା
ଦେଖଣା
କାର୍ୟ୍ୟରେ ଲଗାଇବା —
ଉଚ୍ଚାରଣ: Kārj̄yare lagāibā
কাযেলগানা
काममेलगाना
ଦେ. କ୍ରି —
୧: କୌଣସି ବ୍ୟକ୍ତିକୁ କର୍ମରେ ନିଯୁକ୍ତ କରିବା —୧. To employ a person; to keep angaged.
୨: କୌଣସି ବସ୍ତୁକୁ ଆବଶ୍ୟକ ସମୟରେ ବ୍ୟବହାର କରିବା —୨. To utilise a thing on proper occasion.