କାର୍ୟ୍ଯରେ ଲାଗିବା
ଦେଖଣା
କାର୍ୟ୍ୟରେ ଲାଗିବା —
ଉଚ୍ଚାରଣ: Kārj̄yare lāgibā
কাযেলাগা
काममेलग्ना
ଦେ. କ୍ରି. —
୧: (କୌଣସି ବ୍ୟକ୍ତି) କାମରେ ମନ ଦେବା — ୧. (a person) To attend to a work.
୨: (କୌଣସି ବ୍ୟକ୍ତି) କାର୍ୟ୍ୟରେ ନିଯୁକ୍ତ ହେବା — ୨. (a person) To go on with a work; to be an engaged in a work.
୩: (କୌଣସି ବସ୍ତୁ) ଦରକାରରେ ଆସିବା; କାର୍ୟ୍ୟରେ ଆସିବା — ୩. (a thing) To be use or service.