Jump to content

କାର୍ଯ୍ୟାଧ୍ୟକ୍ଷ

ଉଇକିଅଭିଧାନ‌ରୁ
(କାର୍ୟ୍ଯାଧ୍ଯକ୍ଷରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟାଧ୍ୟକ୍ଷ
ଉଚ୍ଚାରଣ: Kārj̄yādhyaksha

ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଅଧ୍ୟକ୍ଷ) —

କୌଣସି କର୍ମ କରିବା ବ୍ୟକ୍ତିମାନଙ୍କ ଉପରେ ତନଖିବା ବ୍ୟକ୍ତି —Superintendent; head of a department.