Jump to content

କାର୍ୟ୍ଯାର୍ଥୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟାର୍ଥୀ
ଉଚ୍ଚାରଣ: Kārj̄yārthī
(କାର୍ଯ୍ୟାର୍ଥିନୀ—ସ୍ତ୍ରୀ)

ସଂ. ବିଣ. ପୁଂ.—(କାର୍ଯ୍ୟ+ଅର୍ଥ+ଇନ୍; ୧: ମା.୧: ବ) —

୧: କୌଣସି କର୍ମରେ ନିଯୁକ୍ତ ହେବା ନିମନ୍ତେ ପ୍ରାର୍ଥୀ; ଅନୁସରଣିଆ; ଉମେଦବାର — ୧. Candidate for an employment.

୨: ଉଦ୍ଦେଶ୍ୟ ସାଧାନାର୍ଥ ତତ୍ପର (ବ୍ୟକ୍ତି) — ୨. Pursuing a certain aim.