କାର୍ଯ୍ୟୋଦ୍ଧାର
ଦେଖଣା
(କାର୍ୟ୍ଯୋଦ୍ଧାରରୁ ଲେଉଟି ଆସିଛି)
କାର୍ଯ୍ୟୋଦ୍ଧାର —
ଉଚ୍ଚାରଣ: Kārj̄yoddhāra
ସଂ. ବି.—(୬: ଷ୍ଠୀ ତତ୍; କାର୍ଯ୍ୟ+ଉଦ୍ଧାର) —
୧: ଯେ କୌଣସି ଉପାୟରେ କାର୍ଯ୍ୟର ସିଦ୍ଧି — ୧. The completion or accomplishment of work by any available means.
୨: କର୍ତ୍ତବ୍ୟ କାର୍ଯ୍ୟର ସମ୍ପାଦନ — ୨. Discharge of a duty.
୩: ଉଦ୍ଦେଶ୍ୟ ସାଧନ — ୩. Fulfilment of one's objects.
୪: ଅନ୍ୟମାନଙ୍କଠାରୁ କାମ ନେବା — ୪. The exacting of work from others.