କାର୍ଯ୍ୟକାରଣ
ଦେଖଣା
(କାର୍ୟ୍ଯ୍ଯକାରଣରୁ ଲେଉଟି ଆସିଛି)
କାର୍ଯ୍ୟ୍ୟକାରଣ —
ଉଚ୍ଚାରଣ: Kārj̄yakāraṇa
ସଂ. ବି. —
(ଦ୍ବନ୍ଦ; କାର୍ଯ୍ୟ ଓ କାରଣ) କର୍ମ ଓ ତହିଁର ହେତୁ —Act and its cause.
ଦେ. ବି. —
କାର୍ଯ୍ୟ୍ୟର ପ୍ରସଙ୍ଗ ବା ପ୍ରଯୋଜନ — Occasion or need for an act; exigencies of work.
କୂର୍ମ ଯେସନେଜ ନିଜ ଅଙ୍ଗୁ ଅଙ୍ଗ କାଢ଼ି କାର୍ଯ୍ୟ୍ୟ କାରଣ କାଳେ ତା ଦେଉଥାଏ ବାଢ଼ି ବିଷ୍ଣୁକେଶରୀପୁରାଣ