କାର୍ଯ୍ୟକାରୀ
ଦେଖଣା
(କାର୍ୟ୍ଯ୍ଯକାରୀରୁ ଲେଉଟି ଆସିଛି)
କାର୍ଯ୍ୟକାରୀ —
ଉଚ୍ଚାରଣ: Kārj̄yakārī
ସଂ. ବିଣ. ପୁଂ. (କାର୍ଯ୍ୟ+କୃ ଧାତୁ+ଇନ୍; ୧: ମା ୧: ବ.) —
ଯେ କାର୍ଯ୍ୟ କରେ — ୧. Doing any work.
୨: କାମିକା; ପ୍ରଯୋଜନୀୟ; ଫଳପ୍ରଦ —୨. Useful.
ଦେ. ବିଣ. —
କାର୍ଯ୍ୟକର୍ତ୍ତା (ଦେଖ) — Kārj̄yakarttā (See)