Jump to content

କାର୍ୟ୍ଯ୍ଯକାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟକାଳ
ଉଚ୍ଚାରଣ: Kārj̄yakāḻa

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+କାଳ) —

୧: ଚାକିରିର ସମୟ —୧. Tenure of office; period of service.

୨: କର୍ମ କରିବା ନିମିତ୍ତ ଉପଯୁକ୍ତ ସମୟ — ୨. Fit time for action.