କାର୍ଯ୍ଯପୁଟ
ଦେଖଣା
(କାର୍ୟ୍ଯ୍ଯପୁଟରୁ ଲେଉଟି ଆସିଛି)
କାର୍ଯ୍ୟପୁଟ —
ଉଚ୍ଚାରଣ: Kārj̄yapuṭa
(କାର୍ଯ୍ୟପୁଟା—ସ୍ତ୍ରୀ)
ସଂ. ବିଣ. ପୁଂ. (କାର୍ଯ୍ୟ+ପୁଟ୍ ଧାତୁ =ନାଶ କରିବା+କତ୍ତୃ. ଅ) —
୧: ନିର୍ଲ୍ଲଜ —୧. Shameless.
୨: ଅନର୍ଥକର —୨. Creating injury or mischief.
୩: ଉନ୍ବତ୍ତ —୩. Excited; mad.