Jump to content

କାର୍ୟ୍ଯ୍ଯପ୍ରସଙ୍ଗରେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟପ୍ରସଙ୍ଗରେ
ଉଚ୍ଚାରଣ: Kārj̄ya prasaṅgare
কার্য্যবশতঃ कर्य्यप्रसङ्गे; कार्य्यबशत्:

ଦେ. କ୍ରି. ବିଣ —

କାର୍ଯ୍ୟର ଅନୁରୋଧରେ; କାର୍ଯ୍ୟ— ଯୋଗୁଁ ବାଧ୍ୟ ହୋଇ; କାମ ଥିବାରୁ — On business; in connection with some work or business.