Jump to content

କାର୍ଯ୍ୟ ଆଦାୟ କରିବା

ଉଇକିଅଭିଧାନ‌ରୁ
(କାର୍ୟ୍ଯ ଆଦାଯ କରିବାରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟ ଆଦାୟ କରିବା
ଉଚ୍ଚାରଣ: Kārj̄ya ādāya karibā
কায আদায়করা काम अदाकरना

ଦେ. କ୍ରି. —

ପରଦ୍ବାରା କାର୍ଯ୍ୟସାଧନ କରାଇବା — To exact work from others.