Jump to content

କାର୍ଯ୍ୟ ବାଣ୍ଟିବା

ଉଇକିଅଭିଧାନ‌ରୁ
(କାର୍ୟ୍ଯ ବାଣ୍ଟିବାରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟ ବାଣ୍ଟିବା
ଉଚ୍ଚାରଣ: Kārj̄ya bāṇṭibā
কাযবাঁটন कामबाँटना

ଦେ. କ୍ରି. —

ବହୁ ବ୍ୟକ୍ତିଙ୍କ ମଧ୍ୟରେ କାର୍ଯ୍ୟର ବିଭାଗ କରିବା —To distribute work amongst many persons.