Jump to content

କାରୟିତବ୍ୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୟିତବ୍ୟ
ଉଚ୍ଚାରଣ: Kārayitabya

ସଂ. ବିଣ. (କୃ ଧାତୁ ଣିଜନ୍ତ କାରି ଧାତୁ+କର୍ମ. ତବ୍ୟ) —

୧: ଅନ୍ୟଦ୍ବାରା କରାଯିବାର ଯୋଗ୍ୟ — ୧. Fit to be caused or effected or made to do a thing.

୨: ୟାହା ଅନ୍ୟଦ୍ବାରା କରାଇବାକୁ ହେବ — ୨. To be caused or effected or made to do (M.W.)