Jump to content

କାଲଭୈରବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲଭୈରବ
ଉଚ୍ଚାରଣ: Kāḻabh&aline;i̱raba

ସଂ. ବି.—(ବହୁବ୍ରୀହି; କାଳ+ଭୈରବ=ଭୀରୁତା) —

୧: ଶିବଙ୍କ ଶରୀରରୁ ଜାତ ଶିବାନୁଚରବିଶେଷ — ୧. An attendant of Mahādeba born of his body.

୨: କାଶୀରେ ପୂଜିତ ଶିବାନୁଚର —୨. Name of an idol at Benares