କାଲାଆଦ୍ମୀ
ଦେଖଣା
କାଲାଆଦ୍ମୀ —
ଉଚ୍ଚାରଣ: Kālāādmī
ବୈଦେ. ବି. (ଶ୍ବେତାଙ୍ଗଙ୍କ ବ୍ୟବହୃତ ହିନ୍ଦୀ; ସଂ. କାଳ=ହି. କାଲା+ଫା. ଆଦ୍ମୀ) —
୧: କୃଷ୍ଣବର୍ଣ୍ଣ ଶରୀରବିଶିଷ୍ଟ ବ୍ୟକ୍ତି — ୧. A black-skinned person.
୨: ଶ୍ୟାମଳ ବର୍ଣ୍ଣବିଶିଷ୍ଟ ବ୍ୟକ୍ତି — ୨. A dark-complexioned person.
୩: ଭାରତୀୟ ଓ ନିଗ୍ରୋ ବ୍ୟକ୍ତି — ୩. An Indian or a Negro.