Jump to content

କାଲାଜର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲାଜର୍
ଉଚ୍ଚାରଣ: Kālājar

ଦେ. ବି —

ଅସାମରେ ହେଉଥିବା ମାଲେରିଆ ପରି ଏକ ପ୍ରକାର ଅସାଧ ଓ ମାରାତ୍ମକ ଜ୍ବର — The Kalaajar of Assam.

[ଦ୍ର—ଏଥିରେ ପ୍ଳୀହା ଓ ୟକୃତ୍ ବଢ଼େ ଏ ଜରର ବିଷ ଏକ ପ୍ରକାର ମାଛି (sandfly) ଓ ଦୂଷିତ ଖାଦ୍ୟଦ୍ବାରା ଏକ ବ୍ୟକ୍ତିର ଦେହକୁ ଅନ୍ୟ ଦେହକୁ ସଞ୍ଚାଳିତ କରେ]