କାଲି
ଦେଖଣା
କାଲି —
ଉଚ୍ଚାରଣ: Kāli
কাল
काल
ଦେ. ବି. (ସଂ. କଲ୍ୟ) —
୧: ଗତ କାଲି — ୧. Yesterday.
୨: ଆଗାମୀ କାଲି —୨. Tomorrow.
ଦେ. ବିଣ. —
ଅଳ୍ପକାଳ ପୂର୍ବବର୍ତ୍ତୀ —Recent.
ପ୍ରାଦେ. (ସମ୍ବଲପୁର) ବି.
(ଳି ସ୍ଥାନରେ ଲି ଉଚ୍ଚାରଣ) କାଳି (ଦେଖ) Kāḻi (See)
ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ —
କୃଷ୍ଣବର୍ଣ୍ଣା (ସ୍ତ୍ରୀ)— (କଲା; କଲିଆ—ପୁଂ) Dark complexioned. (woman).