କାଲିଆ
ଦେଖଣା
କାଲିଆ —
ଉଚ୍ଚାରଣ: Kāliā
ପ୍ରା. ଦେ. (ସମ୍ବଲପୁର) ବିଣ. —
୧: କାଳିଆ; କୃଷ୍ଣବର୍ଣ୍ଣବିଶିଷ୍ଟ — ୧. Black.
୨: କୃଷ୍ଣବର୍ଣ୍ଣ ଦେହବିଶିଷ୍ଟ; କୃଷ୍ଣକାୟ — ୨. Black complexioned.
ବୈଦେ. ବି. (ଆ. କାଲିଆ) —
ମାଛ ବା ମାଂସର ତରକାରୀ — Curry of fish or meat.