Jump to content

କାଲିକା ଲାଗିବା (ତାକୁ)

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲିକା ଲାଗିବା (ତାକୁ)
ଉଚ୍ଚାରଣ: Kāḻikā lāgibā

ଦେ. ବି —

୧: ମନୁଷ୍ୟ ଦେହରେ କାଳୀଠାକୁରାଣୀଙ୍କର ଆବେଶ ହେବା — ୧. The spirit of Goddess Kāḻī descending on a person.

୨: (ସ୍ତ୍ରୀ ଲୋକ) କ୍ରୋଧରେ ଚଣ୍ଡମୂର୍ତ୍ତି ଧରିବା — ୨. A woman assuming a vixenish manner through fury of rage.