Jump to content

କାଲିଜାଫଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲିଜାଫଟା
ଉଚ୍ଚାରଣ: Kālijāphaṭā

ଦେ. ବିଣ —

୧: ବୁକୁଫଟା; ଅତିଶୟ ପରିଶ୍ରମ ସାଧ୍ୟ — ୧. Raquiring utmost labour.

୨: ଧୈର୍ୟ୍ୟଲୋପକାରୀ —୨. That which takes away one's fortitude or forbearance.