Jump to content

କାଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲ୍
ଉଚ୍ଚାରଣ: Kāl

ପ୍ରାଦେ. (ସମ୍ବଲପୁର) ବି—(ସଂ. କାଳ; ଳ ସ୍ଥାନରେ ଲ ଉଚ୍ଚାରଣ) —

୧: କାଳ —୧. Time.

୨: କୃଷ୍ଣବର୍ଣ୍ଣ —୨. Black colour.

ପ୍ରାଦେ. (ସମ୍ବଲପୁର) ବିଣ. —

କୃଷ୍ଣ; କଳା —Black.