Jump to content

କାଲ୍ବୁତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଲ୍ବୁତ୍
ଉଚ୍ଚାରଣ: Kālbut
কাল্বুদ্ कालवुद्

ବୈଦେ. ବି. (ଇଂ. କଲ୍ଭର୍ଟ; ଫା. କାଲ୍ବୁଦ୍) —

୧: ଖିଲାଣ —୧. An arch.

୨: ଖିଲାଣ ଗଢ଼ିବା ପାଇଁ ଗଢ଼ାଯିବା ମାଟି କାଠ ଆଦିର— ପିଣ୍ଡ ବା ଛାଞ୍ଚ —୨. A wooden or earthen frame to build an arch.

୩: ଜୋତା ତିଆରି କରିବାର କାଠ ଫର୍ମା — ୩. Shoemaker's last.

୪: ସଡ଼କ ତଳେ ପାଣି ଯିବା ପାଇଁ କରା ଯାଇଥିବା ଖିଲାଣ— ଯୁକ୍ତ ଛୋଟ ପୋଲ —୪. A small masonry arched bridge under a road.