Jump to content

କାଳକଞ୍ଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକଞ୍ଜ
ଉଚ୍ଚାରଣ: Kāḻakan̄ja

ସଂ. ବି.—(କର୍ମଧା; କାଳ+କଞ୍ଜ) —

୧: ନୀଳ ପଦ୍ମ — ୧. The blue waterlily.

୨: ଦୈତ୍ୟଙ୍କର ଶ୍ରେଣୀବିଶେଷ — ୨. A class of demons.

ସେ ନଈଟି ଏବେ ଅର୍ଜୁନ ନାମ ବହି ଦେଲେ କାଳକଞ୍ଜମାନଙ୍କୁ ଶରେ ଦହି କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ