Jump to content

କାଳକଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକଟା
ଉଚ୍ଚାରଣ: Kāḻakaṭā
কালকাটা कालबिताना

ଦେ. ବି (କ୍ରିୟାବାଚକ) —

୧: ଦିନୟାପନ; ସମୟ ନେବା ବା କଟାଇବା —୧. Spending of (one's) time or days.

୨: କାଳକ୍ଷେପଣ; ସମୟର ବୃଥା ବ୍ୟୟ — ୨. Whiling away of time.