Jump to content

କାଳକଣ୍ଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକଣ୍ଠ
ଉଚ୍ଚାରଣ: Kāḻakaṇṭha

ସଂ. ବି (ବହୁବ୍ରୀହି; କାଳ+କୃଷ୍ଣବର୍ଣ୍ଣ+କଣ୍ଠ) —

୧: (ଦେବାସୁର ଯୁଦ୍ଧରେ ସମୁନ୍ଦ୍ରମନ୍ଥନୋଦ୍ଭୂତ କାଳକୂଟବିଷ ପାନ କରିଥିବାରୁ) ନୀଳକଣ୍ଠ; ଶିବ — ୧. Ṡiba (whose throat is said to have turned blue as the effect of the mortal poison which was produced from the churned ocean and which he drank when there was skirmish between the Gods and the demons.

୨: ମଯୁର —୨. Peacock.

୩: ଖଞ୍ଜନ ପକ୍ଷୀ; କଜଳପାତି ଚଢ଼େଇ — ୩. The black Drongo (bird).