କାଳକବଳ
ଦେଖଣା
କାଳକବଳ —
ଉଚ୍ଚାରଣ: Kāḻakabaḻa
ସଂ. ବି. (୬: ଷ୍ଠୀ ତତ୍; କାଳର କବଳ) —
୧: କାଳଗ୍ରାସ; ସମୟକ୍ରମେ ବସ୍ତୁର ବିନାଶ —୧. Destruction of a thing as the result of the effect of time upon it.
୨: ମୃତ୍ଯୁ —୨. Death.
କାଳକବଳ —
ଉଚ୍ଚାରଣ: Kāḻakabaḻa
ସଂ. ବି. (୬: ଷ୍ଠୀ ତତ୍; କାଳର କବଳ) —
୧: କାଳଗ୍ରାସ; ସମୟକ୍ରମେ ବସ୍ତୁର ବିନାଶ —୧. Destruction of a thing as the result of the effect of time upon it.
୨: ମୃତ୍ଯୁ —୨. Death.