Jump to content

କାଳକାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକାଳ
ଉଚ୍ଚାରଣ: Kāḻakāḻa

ଦେ. ବି —

୧: ଚିରକାଳ; ବହୁକାଳ — ୧. Long time.

ବିଦିତ କଥା କାଳକାଳ ହୋଇବ କାଳକାଳ ଏ କଥା ଅଧ୍ୟାୟି ଗୋ— ଭଞ୍ଜ. ବୈଦେହୀଣବିଳାସ

୨: ମହାଦେବ; ଶିବ —୨. The God Ṡiba.