Jump to content

କାଳକୂଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକୂଟ
ଉଚ୍ଚାରଣ: Kāḻakūṭā

ସଂ. ବି (କାଳ=ୟମ+କୂଟ୍ ଧାତୁ=ନଷ୍ଟକରିବା+କର୍ତ୍ତୃ ଅ; ୟାହା ୟମକୁ ମଧ୍ୟ ନଷ୍ଟ କରିପାରେ) —

ହଳାହଳ; ମାରାତ୍ମକ ବା ଉଗ୍ର ଗରଳ (ଶିବ ଏହା ପାନ କରିବାରୁ ତାଙ୍କ କଣ୍ଠ ନୀଳବର୍ଣ୍ଣ ହୋଇ ଯାଇଥିବା ପୁରାଣ— ପ୍ରସିଦ୍ଧ) —A mortal poison (drunk by Mahādeba)