Jump to content

କାଳକ୍ରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳକ୍ରମ
ଉଚ୍ଚାରଣ: Kāḻakrama

ସଂ. ବି (୬: ଷ୍ଠୀ ତତ୍; କାଳ+କ୍ରମ) —

ସମୟର ଗତି; କ୍ରମେ କ୍ରମେ ଗତ ହେଉଥିବା ସମୟ — Course of time; time succeeding time; from day to day.