କାଳକ୍ରମେ
ଦେଖଣା
କାଳକ୍ରମେ —
ଉଚ୍ଚାରଣ: Kāḻakrame
কালক্রমে
समयपर
ଦେ. ଅ —
୧: ସମୟକ୍ରମେ; କ୍ରମେ କ୍ରମେ ଗତ ହେଉଥିବା ସମୟ ଅନୁସାରେ —୧. In the course of time; from time to time; from day to day or year to year.
୨: ଉପଯୁକ୍ତ ସମୟ ଉପସ୍ଥିତ ହେଲେ — ୨. In due course.