Jump to content

କାଳକ୍ଷେପଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)(ଷଷ୍ଠୀତତ୍ ପୁରୁଷସମାସ ) []

[ସମ୍ପାଦନା]
  • କର୍ତ୍ତବ୍ୟକର୍ମରେ ନିର୍ଦ୍ଧାରିତକାଳର ଲଙ୍ଘନ ବା ଅତିକ୍ରମଣ
  • ସମୟ କଟାଇବା
  • କାଳ ଗୁଜାରିବା
  • ବୃଥାରେ ସମୟବ୍ୟୟ
  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ ,ପୃଷ୍ଠା -୧୫୫୦