Jump to content

କାଳଗଙ୍ଗା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଗଙ୍ଗା
ଉଚ୍ଚାରଣ: Kāḻagaṅgā

ସଂ. ବି (କାଳ=କୃଷ୍ଣବର୍ଣ୍ଣ+ଗଙ୍ଗା) —

କାଳିନ୍ଦୀ ବା ୟମୁନା ନଦୀ (ଏହାର ଜଳ କୃଷ୍ଣ ବା ନୀଳବର୍ଣ୍ଣ ଥିବାରୁ) — The J̄amunā river (having black water).