Jump to content

କାଳଗତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଗତି
ଉଚ୍ଚାରଣ: Kāḻagati

ସଂ. ବି. (୬: ଷ୍ଠୀ ତତ୍; କାଳ+ଗତି) —

୧: କାଳକ୍ରମ; ସମୟର ପାରମ୍ପର୍ୟ୍ୟ — ୧. Course of time; trend of times.

୨: ଆଗପଛ ଯଥାକ୍ରମ ସମୟ —୨. Sequence of time

୩: ଯୁଗୋଚିତ ଘଟନା —୩. The spirit of the times.