କାଳଚକ୍ର
ଦେଖଣା
କାଳଚକ୍ର —
ଉଚ୍ଚାରଣ: Kāḻachakra
ସଂ. ବି. (ରୂପକ; କାଳ+ଚକ୍ର) —
୧: ଚକ୍ରବତ୍ ଭ୍ରମଣଶୀଳ କାଳ — ୧. The wheel of time; devolution of time; the cycle of the ages.
୨: ୟମରାଜାର ମୃତ୍ଯୁଜ୍ଞାପକ ଚକ୍ରାସ୍ତ୍ର — ୨. The wheeled weapon of the God of Death; the discus weapon of J̄ama.