କାଳଞ୍ଜର
ଦେଖଣା
କାଳଞ୍ଜର —
ଉଚ୍ଚାରଣ: Kāḻan̄jara
(କାଳଞ୍ଜରୀ—ସ୍ତ୍ରୀ)
ସଂ. ବି. ପୁଂ. (କାଳ=ମୃତ୍ଯୁ+ଜୃ ଧାତୁ+କର୍ତ୍ତୃ. ଅ) —
୧: ମୃତ୍ଯୁଞ୍ଜୟ; ଶିବ —୧. Ṡiba.
୨: ପର୍ବତବିଶେଷ — ୨. Name of a mountain.
୩: ଯୋଗିଚକ୍ର —୩. The imaginary mystic circle of the 'J̄ogi'.
୪: ଦେଶବିଶେଷ —୪. Name of a country.