Jump to content

କାଳଦଇବତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଦଇବତ
ଉଚ୍ଚାରଣ: Kāḻadaibata

ଦେ. ବି. (ସଂ. କାଳ+ଦୈବତ) —

୧: କାଳଦେବତା; ମୃତ୍ଯୁଦେବତା — ୧. Death personified as a Deity.

୨: ୟମରାଜ —୨. J̄ama, the king of Death.

ମଲ୍ଲଙ୍କର ହୋଇଣ କାଳଦଇବତ ହେଳେ ଜେଲ କଂସ ନୃପତିଙ୍କ ଜୀବିତ କୃଷ୍ଣସିଂହ ମହାଭାରତ. ଆଦି