Jump to content

କାଳଦଣ୍ଡ

ଉଇକିଅଭିଧାନ‌ରୁ
(କାଳଦଣ୍ଡ଼ରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାଳଦଣ୍ଡ଼
ଉଚ୍ଚାରଣ: Kāḻadaṇḍa

ସଂ. ବି (୬: ଷ୍ଠୀ ତତ୍; କାଳ+ଦଣ୍ଡ଼) —

ୟମରାଜାଙ୍କର ହସ୍ତରେ କଳ୍ପିତ ଦଣ୍ଡ଼ — The sceptre of J̄ama.

ଦେ. ବି. (ରୂପକ) —

ମୃତ୍ଯୁରୂପ ଐଶ୍ବରିକ ଦଣ୍ଡ଼ — God's visitation in the shape of death of a person or persons.