Jump to content

କାଳଦଣ୍ଡ଼ବାହା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଦଣ୍ଡ଼ବାହା
ଉଚ୍ଚାରଣ: Kāḻadaṇḍa bāhā

ଦେ. ବି. (ସଂ. କାଳ+ଦଣ୍ଡ଼ବାହୀ) —

ୟମ — The God 'J̄ama'.

ତୃତୀୟ ବର କରି ମାଗୁଛି ମୁ ଏହା ଦିଅ ମୋତେ ଆହେ କାଳଦଣ୍ଡ଼ବାହା କୃଷ୍ଣସିଂହ ମହାଭାରତ. ବନ