Jump to content

କାଳଦମନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳଦମନ
ଉଚ୍ଚାରଣ: Kāḻadamana

ଦେ. ବି. (ନାମ) (ସଂ. କାଳ ୟବନ) —

କାଳୟବନ; ରାକ୍ଷସବିଶେଷ — Name of a demon.

ଦନ୍ତବିକଟ ମହାମନ୍ଦ. କାଳଦମନ ଜରାସନ୍ଧ ଭୁପତି. ପ୍ରେମପଞ୍ଚାମୃତ