କାଳଧର୍ମ
ଦେଖଣା
କାଳଧର୍ମ —
ଉଚ୍ଚାରଣ: Kāḻadharma
ସଂ. ବି. (୬: ଷ୍ଠୀ ତତ୍; କାଳ+ଧର୍ମ) —
୧: ମୃତ୍ଯୁ; ମରଣ — ୧. Death.
୨: ଯୁଗଧର୍ମ; ଯେଉଁ କାଳ ବା କାଳରେ ଯେଉଁ କଥା ବା ଆଚାର ଅବଶ୍ୟ ଘଟିବ —୨. Things which must. happen in certain ages; the spirit of the times.
୩: ଯୁଗୋଚିତ ଆଚରଣ; ଯେଉଁ କାଳରେ ଯେଉଁ ଧର୍ମ ବା ଆଚରଣ କରାଯିବା ଉଚିତ — ୩. Line of conduct suitable to any time or season; acts which should be done or specified occasions.