Jump to content

କାଳନାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳନାଗ
ଉଚ୍ଚାରଣ: Kāḻanāga

କାଳନାଗିନୀ, କାଳନାଗୀସ୍ତ୍ରୀ

কালনাগ कालासाँप

ସଂ. ବି. ପୁଂ (କର୍ମଧା; କାଳ+ନାଗ) —

୧: କାଳସର୍ପ; କୃଷ୍ଣବର୍ଣ୍ଣ ବିଷଧର ସର୍ପବିଶେଷ; କୃଷ୍ଣନାଗ —୧. a species of very poisonous black asps.

୨: କାଳୀୟ ସର୍ପ —୨. The mythological black asp which was vanquished by Ṡrīkṛushṇa.

(କାଳନାଗୁଣୀ—ସ୍ତ୍ରୀ

ଦେ. ବି. ପୁଂ. (ଲକ୍ଷଣାର୍ଥ) —

୧: ଖଳ ବ୍ୟକ୍ତି — ୧. (figurative) A wicked and virulent person.

୨: କଳିହୁଡ଼ା ବ୍ୟକ୍ତି —୨. A quarrelsome person

୩: ଯେଉଁ ବ୍ୟକ୍ତି ଆଶ୍ରୟଦାତା ବା ଉପକାରୀର ଅନିଷ୍ଟଘଟାଏ — ୩. An ungrateful person.