କାଳନେମିର ଲଙ୍କାଭାଗ
ଦେଖଣା
କାଳନେମିର ଲଙ୍କାଭାଗ —
ଉଚ୍ଚାରଣ: Kāḻanemira laṅkābhāga
কালনেমির লঙ্কাভাগ
कालनेमिका लङ्काभाग
ଦେ. (ନ୍ୟାୟ) —
ଅନିଶ୍ଚିତ ଘଟନା ସମ୍ବନ୍ଧେ ଆଗତପାଞ୍ଚ (କାଳନେମି ୨: ତଲେ ନୋଟ୍ (ଦେଖ) — An allusion used in cases of people apportioning things which are uncertain of achievement.