Jump to content

କାଳନ୍ଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳନ୍ଦି
ଉଚ୍ଚାରଣ: Kāḻandi

ଗ୍ରା. ବି. (ସଂ. କାଳିନ୍ଦୀ) —

୧: କାଳିନ୍ଦୀ ନଦୀ; ୟମୁନା ନଦୀ — ୧. River J̄amunā

୨: କାଳିନ୍ଦି (ଦେଖ) ୨. Kāḻindi (See)

୩: କାଳିନ୍ଦୀଚରଣ ନାମକ ବ୍ୟକ୍ତିର ଡାକନାମ — ୩. A name by which a person named 'Kāḻindīcharaṇa' is popularly called.