Jump to content

କାଳପର୍ୟ୍ଯାଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳପର୍ୟ୍ୟାୟ
ଉଚ୍ଚାରଣ: Kāḻaparj̄yāya

ସଂ. ବି. (୬: ଷ୍ଠୀ ତତ୍; କାଳ+ପର୍ୟ୍ୟାୟ) —

୧: କାଳକ୍ରମ — ୧. Course of time.

୨: କାଳ ବିପର୍ୟ୍ୟୟ; କାଳର ବୈପରୀତ୍ୟ ବା ବିପରୀତ ଗତି; କାଲର ଓଲଟା ଗତି; ଶୁଭ କାଳରେ ଅଶୁର ଘଟନା ଓ ଅଶୁଭ କାଳରେ ଶୁଭ ଘଟନା ଘଟିବାର ଅବସ୍ଥା — ୨. The going amiss of the time; state of unsuitab and unexpected events happening; the state of times being disjointed; the irony of times.