କାଳପାଶ
ଦେଖଣା
କାଳପାଶ —
ଉଚ୍ଚାରଣ: Kāḻapāṡa
ସଂ. ବି. (୬: ଷ୍ଠୀ ତତ୍; କାଳ+ପାଶ) —
୧: ୟମଦେବଙ୍କର ଫାଶ; ୟମଦୂତ ଯେଉଁ ଫାଶକୁ ଆସନ୍ନମୃତ୍ଯୁ ଜୀବଙ୍କ ବେକରେ ଲଗାଇ ମୃତ୍ଯୁ ପାଇଁ ଟାଣନ୍ତି — ୧. The noose of death which J̄amas peons are said to tie round the necks of dying persons to drag them to death.
୨: ମୃତ୍ଯୁ —୨. Death.