Jump to content

କାଳପୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଳପୁର
ଉଚ୍ଚାରଣ: Kāḻapura

ସଂ. ବି. (୬: ଷ୍ଠୀ ତତ୍; କାଳ+ପୁର) —

ୟମଭୂବନ — The abode of Death

ପ୍ରଚଣ୍ଡ ପାଣ୍ଡବଙ୍କ କାଣ୍ଡଘାତେ ମଲେ କାଳପୁର କୁରୁଙ୍କ ରଥିଏ ଦେଖିଲେ କୃଷ୍ଣସିଂହ. ମହାଭାରତ